fbpx

ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ବୈଠକ

ବଲାଙ୍ଗିର, ୨୩ା୧(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଅଧିକାର ପାଇଁ ଲଢ଼େଇ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ୧୫ଟି ବାର ଆସୋସିଏସନର ସଦସ୍ୟ । ବୈଠକକୁ ବରଗଡ଼ ଓ ଭବାନୀପାଟଣା ଓକିଲ ସଙ୍ଘ ଆସିନଥିବା ସୂଚନା ମିଳିଛ । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ଜାରି ହୋଇଛି । ୧୭ଟି ଓକିଲ ସଙ୍ଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ ହୋଇଛି । ଆନ୍ଦୋଳନ ଜାରି ରଖିଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ ହୋଇଛି । ଏନେଇ ଭାରତୀୟ ବାର କାଉନସିଲକୁ ସୁପାରିସ କରିଛି ରାଜ୍ୟ ବାର କାଉନସିଲ ।

Get real time updates directly on you device, subscribe now.