fbpx

ଦାଦାବଟି ମାଗି ୪ଗିରଫ

କଟକ, ୨୫ା୧(ଓଡ଼ିଶା ଭାସ୍କର): କଟକ ଚୌଦ୍ୱାର ଜେଲରେ ଥାଇ ଦାଦାବଟି ଉଦ୍ୟମ କରୁଥିବା ସୂଚନା ମିଳିଛି । ବ୍ୟବସାୟୀଙ୍କୁ ୫୦ଲକ୍ଷ ଟଙ୍କାର ଦାଦାବଟି ଦେବାକୁ ଧମକ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି । ଏନେଇ ୪ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । କୁଖ୍ୟାତ ଅପରାଧୀ ଲିଟୁଆର ବାପା, ମାଆ ଓ ୨ସହଯୋଗୀ ଗିରଫ ହୋଇଛନ୍ତି । ଜେଲରେ ଥାଇ ବ୍ୟବସାୟୀଙ୍କୁ ୫୦ଲକ୍ଷ ଟଙ୍କା ବଟି ମାଗିଥିଲା ଲିଟୁଆ ।

Get real time updates directly on you device, subscribe now.