fbpx

ସୁପର ଓଭରରେ ସୁପର ଫଇସଲା

ହାମିଲଟନ,୨୯ ।୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ହାମିଲଟନରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଶେଷ ବଲରେ ୧ ରନ୍ କରିବାକୁ ଅସମର୍ଥ ହେଲା ନ୍ୟୁଜିଲାଣ୍ଡ । ସେଥିପାଇଁ ଭାରତ-ନ୍ୟୁଜିଲାଣ୍ଟ ମ୍ୟାଚ ଟାଏ ହେଲା । ମ୍ୟାଚ ଫଳାଫଳ ପାଇଁ ସୁପର ଓଭର ଜାରି ହୋଇଛି । ମ୍ୟାଚ ଫଳାଫଳ ପାଇଁ ସୁପର ଓଭର ଜାରି ହୋଇଛି । ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୮ ରହିଛି । ସୁପର ଓଭରରେ ୧୭ ରନ୍ କରିଛି ନ୍ୟୁଜିଲାଣ୍ଡ ।

ତେବେ ଟିମ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ୍ କରିଥିଲା । ତେବେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।

Get real time updates directly on you device, subscribe now.