fbpx
BSKY SKY
BSKY SKY

ଭାଙ୍ଗିବ ରାଜ୍ୟ ଯୋଜନା ବୋର୍ଡ଼

BSKY

ଭୁବନେଶ୍ୱର, ୩୧ା୧(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ଼ ଭାଙ୍ଗିବ ବୋଲି ସୂଚନା ମିଳିଛି । ନୀତି ଆୟୋଗ ଢ଼ାଞ୍ଚାରେ ଯୋଜନା ବୋର୍ଡ଼ ହେବ । ଏନେଇ ପୂର୍ଣ୍ଣାଙ୍ଗ ରୂପ ନେବା ପର୍ଯ୍ୟାୟରେ କାର୍ଯ୍ୟ ପହଞ୍ଚିଛି । ଏହି ଯୋଜନାରେ କେରଳ ମଡ଼େଲକୁ ଗୁରୁତ୍ୱ ଦିଆଯାଇଛି । ଖବୁଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.