fbpx

ବାଣ ବୋଝେଇ ଟ୍ରଲିରେ ବିସ୍ଫୋରଣ, ୧୫ମୃତ

ପଞ୍ଜାବ, ୮ା୨: ପଞ୍ଜାବର ତରନତାରନରେ ନଗର କୀର୍ତ୍ତନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବାଣ ବୋଝେଇ ଟ୍ରଲିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସେଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ବହୁ ଗୁରୁତର ଭାବେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.