fbpx

ମିସକଲରୁ ପ୍ରେମ, ନାବାଳିକା ପ୍ରେମିକ ଘରକୁ ଆସି ଧରାପଡିଲେ ବିବାହିତ ଯୁବକ, ଆଉ ତା’ପରେ…

ମଥାରେ ସିନ୍ଦୁର ଓ ହାତ ଶଙ୍ଖା ପିନ୍ଧାଇ ରଖିଲା ଶାରୀରିକ ସମ୍ପର୍କ

ନୀଳଗିରି,(ଓଡ଼ିଶା ଭାସ୍କାର): ମିସକଲ୍ ଲଭ୍ ଷ୍ଟୋରୀ ଧରାପଡିଗଲା। ଫୋନ କଲରୁ ଆରମ୍ଭ ହେଲା ପ୍ରେମ। ନାବାଳିକା ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡିଲେ ପ୍ରେମିକ। ପ୍ରେମିକା ଘର ଭିତରେ ତାଲା ପକାଇ ଅଟକ ରଖିଲେ ଗ୍ରାମବାସୀ।ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ମୁଗୁନିପୁ ଅଞ୍ଚଳରେ ଘଟିଛି।

ସୂଚନା ମୁତାବିକ,ବାଲେଶ୍ଵର ଜିଲ୍ଲା ପଥରପେଣ୍ଠ ପଞ୍ଚାୟତ ଅଧିନ ବଡ଼ଗାଁ ଅଞ୍ଚଳର ଜଣେ ବିବାହିତ ଯୁବକ ସୋର ଥାନା ଅନ୍ତର୍ଗତ ମୁଗୁନିପୁର ଅଞ୍ଚଳର ଜୈନିକ ନାବାଳିକାଙ୍କୁ ୩ ମାସ ପୂର୍ବରୁ ମିସକଲା କରିବା ଓ କଥା ଛଳରେ ପ୍ରେମ ନିବେଦନ କରିଥିଲେ। ଦୁହିଁଙ୍କ ମଧ୍ୟରେ ଧରିରେ ଧରିରେ ପ୍ରେମ ସମ୍ପର୍କ ଆଗକୁ ବଢ଼ିଥିଲା ।ଆଜି ନାବାଳିକା ପ୍ରେମିକ ଜଣକ ଘରେ ଏକୁଟିଆ ଥିବା ନେଇ ଯୁବକକୁ ଜଣାଇଥିଲେ। କିଛି ଆଗ ପଛ ବିଚାର ନକରି ପ୍ରେମିକ ଜଣକ ପ୍ରେମିକା ଘରେ ପହଞ୍ଚି ଥିଲେ।ପ୍ରେମିକ ଜଣକ ଆସି ବିବାହର ପ୍ରତିଶୃତି ଦେଇ ମଥାରେ ସିନ୍ଦୁର ଓ ଶଙ୍ଖା ପିନ୍ଧାଇ ଶାରୀରିକ ସମ୍ପର୍କ ଗଢିଥିଲା। ଗାଁର କିଛି ଯୁବକ ଘଟଣା ଉପରେ ନଜର ରଖି ପ୍ରେମିକକୁ ପ୍ରେମିକା ଘର ଭିତରେ ଥିବାବେଳେ ତାଲା ମାରିଦେଇ ଥିଲେ। ପରେ ଗ୍ରାମବାସୀ ଏକତ୍ରିତ ହେବାପରେ ଜୈନିକ ପ୍ରେମିକ ଜଣଙ୍କୁ ଦଉଡିରେ ବାନ୍ଧି ଦେଇଥିବା ଜଣାପଡିଛି। ନାବାଳିକାର ପରିବାର ଲୋକେ ଘରେ ପହଞ୍ଚିବା ପରେ ଏହି ଘଟଣା ବିଷୟ ଜଣାବାକୁ ପାଇଥିଲେ। ଯୁବକଙ୍କ ସହିତ ଝିଅର ବିବାହ କରାଇବାକୁ ଜିଦ ଧରିଥିବା ବେଳେ ଗାଁରେ ଉତ୍ତେଜନା ଲାଗିରହିଛି।

Get real time updates directly on you device, subscribe now.