fbpx

WTC Final IND vs NZ Rreserve Day: ନ୍ୟୁଜିଲାଣ୍ଡ ସାମ୍ନାରେ ୧୩୯ ରନ୍ ର ଟାର୍ଗେଟ

ସାଉଥମ୍ପଟନର ଆଇଜି ବୋଲ୍ ଷ୍ଟାଡିୟମରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC Final IND vs NZ ) ର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଆଜି ରିଜର୍ଭ ଡେ ରେ ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୧୭୦ ରନରେ ଅଲଆଉଟ ହୋଇଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ପାଇଁ ୧୩୯ ରନ୍ ଲକ୍ଷ୍ୟ ରଖିଛି। ଟମ୍ ଲାଥାମ୍ ଏବଂ ଡେଭେନ୍ କନୱେ ଇନିଂସ ଖେଳିବା ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.