fbpx

ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର, ୧୨ା୨(ଓଡ଼ିଶା ଭାସ୍କର): ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଏସପିଙ୍କ ଅଫିସ ଆଗରେ କିରାସିନି ଢ଼ାଳି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରେ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ପାର୍କିଂକୁ ନେଇ ପୁଅକୁ ମିଛରେ ପୋଲିସ ଗିରଫ କରିଥିବା ଅଭିଯୋଗରେ ଏହିପରି ସେ କରିଥିବା ଜଣାପଡ଼ିଛି । ଗତ ୨୮ତାରିଖ ଦିନ ପାର୍କିଂକୁ ନେଇ ମିନାକ୍ଷୀ ଓ ତାଙ୍କ ପୁଅକୁ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.