• Likes
  • Followers
  • Subscribers
  • Followers
  • Android App
  • Thursday, July 31, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇଲା ଟ୍ୱିଟର୍, କାହିଁକି ଜାଣନ୍ତୁ…

ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇଲା ଟ୍ୱିଟର୍, କାହିଁକି ଜାଣନ୍ତୁ…

By Odisha Bhaskar Bureau On Aug 6, 2021 at 5:22 PM
MS Dhoni on Twitter no blue tick
Share

ଓଡ଼ିଶା ଭାସ୍କର ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ । ଭାରତର ଖ୍ୟାତନାମା କ୍ରିକେଟର୍ ତଥା ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଟ୍ୱିଟର୍ ହ୍ୟାଣ୍ଡେଲରୁ ବ୍ଲୁ-ଟିକ୍ କୁ ହଟାଇ ଦେଇଛି ଟ୍ୱିଟର୍ । ଫଳରେ ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଆମେରିକାର ମାଇକ୍ରୋ ବ୍ଲଗିଂ ସୋସିଆଲ୍ ନେଟୱର୍କ ଟ୍ୱିଟର୍ ଭାରତର ମହାନ କ୍ରିକେଟର୍ ଧୋନୀଙ୍କ ଆକାଉଣ୍ଟରୁ ଏହାର ଭେରିଫାଏଡ୍ ବ୍ଲୁ-ଟିକ୍ ହଟାଇ ଦେଇଛି । ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମ ଅନୁସାରେ ଟ୍ୱିଟର୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ବ୍ଲୁ-ଟିକ୍ ବ୍ୟାଜ୍ ଦିଆଯିବା ଅର୍ଥ ଜଣେ ବ୍ୟକ୍ତିତ୍ୱର ସୋସିଆଲ୍ ଆକାଉଣ୍ଟ୍ ପୂର୍ଣ୍ଣ ସକ୍ରିୟ ଆଉ ସ୍ୱୀକୃତିପ୍ରାପ୍ତ ବୋଲି ବୁଝାଯାଏ । ତେବେ କ୍ରିକେଟର୍ ଧୋନୀଙ୍କ ଆକାଉଣ୍ଟ୍ ରୁ ଏହି ଟିକ୍ କାହିଁକି ହଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ । କିନ୍ତୁ ଧୋନୀଙ୍କ ଆଗରେ ଟ୍ୱିଟର୍ କିଛି ବି ନୁହେଁ ବୋଲି ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୮ ତାରିଖରେ ଧୋନୀ ଲାଷ୍ଟ୍ ଟ୍ୱିଟ୍ କରିବା ପରେ ଅଗଷ୍ଟ ୬ ପର୍ଯ୍ୟନ୍ତ ଆଉ ଟ୍ୱିଟ୍ କରିନଥିଲେ । କିନ୍ତୁ ଶୁକ୍ରବାର ବ୍ଲୁଟିକ୍ ହଟିବା ପରେ ସେ କେତୋଟି ଟ୍ୱିଟ୍ କରିଛନ୍ତି । ଏପରିକି ଏକ ଟ୍ୱିଟ୍ରେ ଧୋନୀ କହିଛନ୍ତି ଯେ, କଣ ହେଇଗଲା ଏଦେଶକୁ! ଅଲିମ୍ପିକ୍ରେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ବ୍ଲୁଟିକ୍ ହଟିବା ନେଇ ଏତେ ଚର୍ଚ୍ଚା କାହିଁକି? ଏଭଳି ମର୍ମରେ ସେ ଟ୍ୱିଟ୍ କରିଛନ୍ତି । ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ୨୦୨୦ ଅଗଷ୍ଟ ୧୫ରେ ଅବସର ନେଇଥିବା ଧୋନୀ କେବଳ ଆଇପିଏଲ୍ ଖେଳୁଛନ୍ତି ।

ଆହୁରି ପଢନ୍ତୁ

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ…

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ…

What will happen to this country when instead of encouraging sportspersons in the Olympics, people started discussing why the bluetick of "MSD" was removed.?

— Mahendra Singh Dhoni (@iamchowkidhar) August 6, 2021

Share

Prev Post

୬୭ ବର୍ଷୀୟ ବୃଦ୍ଧଙ୍କୁ ହୃଦୟ ଦେଇ ବସିଲେ ୧୯ ବର୍ଷୀୟ ଯୁବତୀ, ବିବାହ ପରେ ହାଇକୋର୍ଟରେ ମାଗିଲେ ସୁରକ୍ଷା

Next Post

ଟାଇଗର ଶ୍ରଫଙ୍କ ହୃଦୟସ୍ପର୍ଶୀ ଗୀତ ‘ବନ୍ଦେ ମାତରମ୍’; ସ୍ୱତନ୍ତ୍ରତା ଦିବସ ଅବସରରେ ରିଲିଜ ହେବ

You might also like More from author
Breaking News

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍, ୫ ଶହ ପଏଣ୍ଟ ଖସିଲା…

Breaking News

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ ଫାଇନ୍ ଦେଲେ ବସ୍ ମାଲିକ

Breaking News

Malegaon Blast Case: ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ 7 ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ…

Cricket

IND vs ENG 5th Test: ଡେଲ୍ ଷ୍ଟେନଙ୍କ ଭବିଷ୍ୟବାଣୀ, 5ମ ଟେଷ୍ଟରେ ମହମ୍ମଦ ସରାଜ କରିବେ…

Breaking News

ଚିକିତ୍ସାଳୟରେ ଚରମ ଅବହେଳା, ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକସନ

Breaking News

ବଢ଼ିବାରେ ଲାଗିଛି ବୈତରଣୀ ଜଳସ୍ତର, ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

Prev Next
Advertisement
ADVERTISEMENT
Odisha Bhaskar

Recent Posts

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ…

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ…

Malegaon Blast Case: ମାଲେଗାଓଁ ବିସ୍ଫୋରଣ…

IND vs ENG 5th Test: ଡେଲ୍ ଷ୍ଟେନଙ୍କ…

ଚିକିତ୍ସାଳୟରେ ଚରମ ଅବହେଳା, ଜ୍ବରରେ ଆକ୍ରାନ୍ତ…

ବଢ଼ିବାରେ ଲାଗିଛି ବୈତରଣୀ ଜଳସ୍ତର, ସତର୍କ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Sensex Crashes: ଟ୍ରମ୍ପଙ୍କ ଟାରିଫ୍ ଛାଟରେ…

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା; ୧୦ ଲକ୍ଷ…

Malegaon Blast Case: ମାଲେଗାଓଁ ବିସ୍ଫୋରଣ…

IND vs ENG 5th Test: ଡେଲ୍ ଷ୍ଟେନଙ୍କ…

Prev Next 1 of 28,125
© 2025 - TK Digital All Rights Reserved.