fbpx

ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେପି ସାଂସଦ; ଜାଣନ୍ତୁ କଣ ହେଲା ଆଲୋଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୌସୁମୀ ଅଧିବେଶନ ଆଗୁଆ ସମାପ୍ତ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ବିଜେପିର ନେତା ମାନେ ରେଳଓ ଆଇଟି ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ରେଳ ପ୍ରକଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକ ପରେ ବୈଷ୍ଣବ ନିଜେ ଆଲୋଚନା ସମ୍ପର୍କରେ ସୂଚନା ଦେଇଛନ୍ତି । ଓଡ଼ିଶାରେ ରେଳଚାଳନାର ସାମଗ୍ରିକ ବିକାଶକୁ ନେଇ ଆଲୋଚନା ହୋଇଥିଲା । ଏହା ସହିତ ରାଜ୍ୟରେ ରହିଥିବା ସମସ୍ତ ରେଳ ପ୍ରକଳ୍ପକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.