fbpx

ଟିଟୋ ସହଯୋଗୀ ଅଖନା ଗିରଫ

କଟକ,୨୦ ।୨(ଓଡିଶା ଭାସ୍କର): କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍‍ ଅଲ୍ଲୀ ଓରଫ ଟିଟୋର ସହଯୋଗୀ ଅଖନାକୁ ଆଜି ଗିରଫ କରିଛି ପୋଲିସ । ଅଖନା ନାଁରେ ୩୭ରୁ ଅଧିକ ଅପରାଧିକ ମାମଲା ରହିଛି । ହତ୍ୟାକାଣ୍ଡ, ଦାଦାବଟି ଭଳି ଘଟଣାରେ ଅଖନା ସମ୍ପୃକ୍ତ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ୨୦୧୮ ଜୁଲାଇ ୨୮ ତାରିଖରେ ଟିଟୋ ସହ ତାର ୬ ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଚଣ୍ଡିଖୋଲରୁ ଗିରଫ କରିଥିଲା ।

Get real time updates directly on you device, subscribe now.