fbpx

ଆରମ୍ଭରୁ ହଙ୍ଗାମା, ଗୃହ କାର୍ଯ୍ୟ ୧୧.୩୦ ଯାଏ ମୁଲତବି

ଭୁବନେଶ୍ୱର, ୨୪ା୨(ଓଡ଼ିଶା ଭାସ୍କର): ବିଧାନସଭା ଆରମ୍ଭରୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ଦେଖାଦେଇଛି । ଏହାସହ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ କଂଗ୍ରେସ ବିଧାୟକ ହଙ୍ଗାମା କରୁଥିବା ସୂଚନା ମିଳିଛି । ମଣ୍ଡିରେ ଅବ୍ୟବସ୍ଥା ଓ ଧାନକିଣା ସମସ୍ୟାକୁ ନେଇ ବିଧାୟକମାନେ ନାରାବାଜି ଦେଇଥିବା ଜଣାପଡ଼ିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସାଢ଼େ ୧୧ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.