fbpx

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଦେଲେ ଇସ୍ତଫା

ହରିୟାଣା: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସଭଜୋତ୍ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ ଏବେ ରାଜନୀତିରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଛି । ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ୍ କରିବି ନାହିଁ । କଂଗ୍ରେସ ଦଳ ପାଇଁ ସେବା ଜାରି ରଖିବି ବୋଲି କହିଲେ ସିଦ୍ଧୁ ।

Get real time updates directly on you device, subscribe now.