fbpx

କଂଗ୍ରେସର ହାତ ଧରିଲେ କହ୍ନେୟା, ଜିଗ୍ନେଶ

ନୂଆଦିଲ୍ଳୀ: ଜେନଏସୟୁର ପୂର୍ବତନ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେୱାନୀ ଆଜି କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେମାନେ ଆଜି ପାର୍ଟିର ସମସ୍ୟାତା ହାସଲ କରିଛନ୍ତି । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବରେ ଯୋଗଦେଇଛନ୍ତି ।

Get real time updates directly on you device, subscribe now.