fbpx

ଲୋକପ୍ରିୟ ଟିଭି ସିରିଏଲ କଳାକାରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଲୋକପ୍ରିୟ ଟିଭି ସୋ ‘ଯୋଦ୍ଧା ଆକବର’ର ଅଭିନେତ୍ରୀ ମନୀଷା ଯାଦବଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ସେ ଏହି ଶୋ’ରେ ସେ ସଲିମା ବେଗମ୍ ଭୂମିକାରେ ଅଭିନୟ କରିଥିଲେ। ମନୀଷା ଯାଦବ ମୃତ୍ୟୁ କିପରି ହୋଇଛି ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ବ୍ରେନ ହ୍ୟାମ୍ରେଜ ଯୋଗୁ ମନୀଷା ଯାଦବଙ୍କର ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି । ଶୋ’ରେ ତାଙ୍କ ସହ କାମ କରିଥିବା ପରିଧି ଶର୍ମା ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.