fbpx

ବିଜେପି ଛାଡିଲେ ବିଧାୟକ ପ୍ରାର୍ଥୀ; ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ବିଜେପିକୁ ଝଟକା । ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ମଲ୍ଲିକ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଶ୍ୱରଞ୍ଜନ ବରୀରୁ ବିଜେପିର ବିଧାୟକ ପ୍ରାର୍ଥୀ ରହିଥିଲେ । ବିଶ୍ୱ ରଞ୍ଜନଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମଧ୍ୟ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.