fbpx

କେ. ଶିବ ସୁବ୍ରମଣି ହେଲେ ସିବିଆଇ ଏସପି

ଭୁବନେଶ୍ୱର: ଢେଙ୍କାନାଳ ଏସପି କେ.ଶିବ ସୁବ୍ରମଣିଙ୍କୁ ନୂଆ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ.ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ନୂଆ ଦାୟିତ୍ୱ ।

ତେବେ ବର୍ତ୍ତମାନ ୪ ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ । ୨୦୧୦ର ବ୍ୟାଚର ଏହି ଆଇପିଏସ ଅଫିସର ବର୍ତ୍ତମାନ ଢେଙ୍କାନାଳ ଏସପି ଦାୟିତ୍ୱରେ ଅଛନ୍ତି ।

Get real time updates directly on you device, subscribe now.