fbpx

ଭିଜିଲାନ୍ସ ଚଢ଼ାଉ ପରେ କୋଟିପତି SI ଗିରଫ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀ ବା କୋଟିପତି ଏସଆଇ ସମରେନ୍ଦ୍ର ସାମଲ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯାଇଛି । କୋଟିପତି ଏସଆଇ ସମରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ଫାଣ୍ଡି ସହିତ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.