fbpx

ଲେଖାଶ୍ରୀ ଓ ସୁଦୀପ୍ତଙ୍କୁ ପୁରସ୍କାର; ଇଣ୍ଡିଆନ ଅଏଲରେ ନିଯୁକ୍ତି

ଭୁବନେଶ୍ୱର: ବିଜେପି ନେତା ସୁଦୀପ୍ତ ରାୟ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମସିଂହାରଙ୍କୁ ନୂଆଦାୟିତ୍ୱ । ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ଭାବେ କରାଯାଇଛି ନିଯୁକ୍ତ । ପ୍ରଥମ ଓଡ଼ିଆ ଭାବରେ ସୁଦୀପ୍ତ ରାୟଙ୍କୁ ମିଳିଲା ଏହି ଦାୟିତ୍ୱ । ସେହିଭଳି ଲେଖାଶ୍ରୀଙ୍କୁ ଭେଲର ସ୍ୱାଧୀନ ନିର୍ଦ୍ଦେଶକ ଭାବେ ମିଳିଲା ଦାୟତ୍ୱ । ବର୍ତ୍ତମାନ ସୁଦୀପ୍ତ ରାୟ ରାଜ୍ୟ ବିଜେପିର ମୁଖପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ବିଜେପିର ସମ୍ପାଦିକା ଅଛନ୍ତି ।

Get real time updates directly on you device, subscribe now.