fbpx

ବୃଦ୍ଧାଙ୍କୁ ଦୁଷ୍କର୍ମ: ଦୋଷୀଙ୍କୁ ୨୦ ବର୍ଷ ସଜା

ଧର୍ମଗଡ଼: ୭୫ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଦୋଷୀ ଭଗବତିଆ ଭୋଇକୁ ଦଣ୍ଡାଦେଶ କଲେ ଧର୍ମଗଡ଼ ଏଡିଜେ । ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ । ୨୦୧୯ରେ ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ କାଣ୍ଡ ।

Get real time updates directly on you device, subscribe now.