fbpx

ଓଡିଶା ଜଙ୍ଗଲରେ ବୁଲୁଛି କଳା ରଙ୍ଗର କଲରା ପତରିଆ ବାଘ

ଭୁବନେଶ୍ୱର: ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ ଏକ ବିରଳ କଲରା ପତରିଆ ବାଘର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି। ଏହା ଏକ କଳା ରଙ୍ଗର କଲରା ପତରିଆ ବାଘ।

ସୂଚନା ଥାଉକି, ବ୍ୟାଘ୍ର ଗଣନା ପାଇଁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଖଞ୍ଜା ଯାଇଛି। ଯେଉଁଥିରେ ଏହି ଦୃଶ୍ୟ କଏଦ୍ ହୋଇଛି। ତେବେ ଓଡ଼ିଶାରେ କଲରା ପତରିଆ ବାଘର ଉପସ୍ଥିତି ଏକ ଅପ୍ରତ୍ୟାଶିତ ଘଟଣା ବୋଲି ବନ ବିଶେଷଜ୍ଞମାନେ କହୁଛନ୍ତି। ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ ନନ୍ଦ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.