fbpx

ରାସ୍ତା ଉପରେ ଜଳିଗଲା କୋରିୟର ଭ୍ୟାନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଜୟଦେବ ବିହାର ଛକରେ ଜଳିଗଲା ପିକ୍ ଅପ ଭ୍ୟାନ୍ । କୋରିୟର ସାମଗ୍ରୀ ନେଇ ପଟିଆରୁ ନୟାପଲ୍ଲୀ ଯାଉଥିଲା ଗାଡ଼ି । ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗର କର୍ମଚାରୀ ।

Get real time updates directly on you device, subscribe now.