fbpx

କରୋନା କବଜାରେ ପ୍ରସିଦ୍ଧ ଗାୟକ, ଜାଣନ୍ତୁ କିଏ

ମୁମ୍ବାଇ, ୫ା୮: ଦେଶରେ କରୋନା ଆକ୍ରାନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସେଥିରୁ ବାଦ ପଡ଼ି ନାହାନ୍ତି ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କିଛି ଦିନ ପୂର୍ବର କୋଭିଡ଼ ୧୯ର ଲକ୍ଷଣ ଯେମିତିକି ଜ୍ୱର, କାଶ, ଥଣ୍ଡା ତାଙ୍କ ପାଖରେ ଦେଖାଦେଇଥିଲା । ଲକ୍ଷଣ ଦେଖା ଯିବା ପରେ ସେ କରୋନା ଟେଷ୍ଟ କରିଥିଲେ । ଯାହାର ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.