fbpx
BJD
BJD SKY
BJD SKY

Big Breaking: ପୁଣି ଟ୍ରେନ ବଗିରେ ଲାଗିଲା ନିଆଁ

ସୋର: ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଟ୍ରେନରେ ୨ଟି ବଗିରେ ନିଆଁ ଲାଗିଯାଇଛି ବୋଲି ଜଣାପଡିଛି । ଭଦ୍ରକରୁ ଖଡଗପୁର ଯାଉଥିବା ବେଳେ ଟ୍ରେନରେ ଏପରି ଅଗ୍ନିକାଣ୍ଡ ଘଟିଛି । ସୋର ରେଳ ଷ୍ଟେସନର ଏପରି ଘଟଣା ଘଟିଛି ।

Get real time updates directly on you device, subscribe now.