fbpx
BJD SKY
BJD SKY

ମାଆ ରକ୍ତରେ ରଙ୍ଗୀନ ହେଲା ହତଭାଗା ପୁଅ: ବ୍ଲେଡରେ ତଣ୍ଟି କାଟି ନୃଶଂସ ଭାବେ କଲା ହତ୍ୟ।

BJD

ବରଗଡ: ବରଗଡ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଆ ଏବଂ ପୁଅର ସମ୍ପର୍କରେ ଲାଗିଛି ରକ୍ତର ନାଲି ଛିଟା । ବ୍ଲେଡରେ ମାଆଙ୍କ ତଣ୍ଟି କାଟି ହତ୍ୟା କରିଛି ହତଭାଗା ପୁଅ । ଘରୋଇ କଳିରୁ ଘଟଣା ବୃଦ୍ଧି ପାଇ ଏମିତି ପରିସ୍ଥିତିରେ ପହଞ୍ଚିଥିବା ଜାଣିବାକୁ ମିଳିଛି । ତେବେ ଏଭଳି ଏକ ଅଭାବନୀୟ ଘଟିଛି ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ଘଟିଯାଇଛି । ଘରୋଇ କଳିକୁ କେନ୍ଦ୍ର କରି ଏମିତି ଏକ ବିଭତ୍ସ କାଣ୍ଡ ଭିଆଇଛି ପୁଅ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଆଙ୍କ ମୃତଦେହ ଜବତ କରି ନୃଶଂସ ପୁଅକୁ ଗିରଫ କରିଛି ।

Get real time updates directly on you device, subscribe now.