ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ତେବେ ଏଥିପାଇଁ ଆପଣଙ୍କୁ ନିଜର ଦୃଷ୍ଟିଶକ୍ତିକୁ ତିଖ୍ନ କରିବାକୁ ପଡ଼ିବ । ଫଟୋରେ ଗୋଟିଏ କି ଦୁଇଟି ନୁହେଁ ବରଂ ୧୨ଟି ଯବାନ ଲୁଚି ରହିଛନ୍ତି । ହେଲେ ଯବାନ ମାନେ ଏତେ ସହଜରେ ନଜର ଆସିବେ ନାହିଁ । ସେମାନଙ୍କୁ ଖୋଜିବାକୁ ଟିକେ କଷ୍ଟ କରିବାକୁ ହେବ ।
ଫଟୋରେ ଆପଣ ଏକାବେଳକେ ସମସ୍ତଙ୍କୁ ପାଇବା ମୁସ୍କିଲ୍ । ଫଟେରେ ଏକ ଜଙ୍ଗଲ ରହିଛି । ସେଥି ମଧ୍ୟରେ ଯବାନ ମାନେ ଲୁଚି ରହିଛନ୍ତି । ଆପଣ ମଧ୍ୟ ନିଜ ଦୃଷ୍ଟି ଶକ୍ତିକୁ ପରୀକ୍ଷା କରନ୍ତୁ ଓ ୧୨ ଜଣ ଯବାନଙ୍କୁ ଖୋଜନ୍ତୁ ଓ ନିଜ ବନ୍ଧୁ ମାନଙ୍କର ମଧ୍ୟ ଆଖି ପରୀକ୍ଷା କରାନ୍ତୁ ।