fbpx

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଘସିପୁରା ଥାନା ଅଞ୍ଚଳରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଶନିବାର ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ । ରଘୁନାଥପୁର ଗାଁର ଜଣଙ୍କ ନାଁରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଧରିବାକୁ ଘସିପୁରା ପୋଲିସ ତନାଘନା ଚଳାଇଛି ।

Get real time updates directly on you device, subscribe now.