fbpx

ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା

ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ରାଜ୍ୟରେ ଥିବା ସମସ୍ତ୧୫୮ଟି ଆହର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିଛି । ଏହାସହ ୩୪ଟି ରୋଷେଇଶାଳକୁ ମଧ୍ୟ ଆଇଏସଓ ମାନ୍ୟତା ମିଳିଛି । ଏନେଇ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହାର ଯୋଜନାରେ ସୁଲଭ ଦରରେ ଉନ୍ନତ ମାନର ଖାଦ୍ୟ ଯୋଗାଉଛନ୍ତି ସରକାର ।

Get real time updates directly on you device, subscribe now.