fbpx

ବନ୍ଦ ହେବ ଆହାର କେନ୍ଦ୍ର

ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କରୋନା ସତର୍କତା ପାଇଁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ର ୨୯ ମାର୍ଚ୍ଚ ଯାଏଁ ବନ୍ଦ ରହିବ । କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ଅତିରିକ୍ତ ସଚିବ । ଏହା ସହ ରାଜ୍ୟରେ ଥିବା ସମସ୍ତ ପାର୍କ ଗୁଡିକ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.