fbpx

ଏଟିଏମ୍ ଉଠାଣ ୩ ମାସ ମାଗଣା, ଅସୀମିତ ଥର ଉଠାଇଲେ କଟିବନି ଟଙ୍କା

ନୂଆଦିଲ୍ଲୀ,୨୪ ।୩: କରୋନା ଭାଇରସ୍ ପାଇଁ ୩ ମାସ ଯାଏଁ ଡେବିଟ୍ କାର୍ଡ ଉଠାଣ ମାଗଣା ହୋଇଛି । ଏଣିକି ଯେକୌଣସି ବ୍ୟାଙ୍କର ଏଟିଏମରୁ ଅସୀମିତ ଥର ଉଠାଇହେବ ଟଙ୍କା । କୌଣସି ବ୍ୟାଙ୍କରେ ରହିବନି ସର୍ବନିମ୍ନ ଜମା କଟକଣା । ସର୍ବନିମ୍ନ ଜମା ନରଖିଲେ ଆଉ ଦେବାକୁ ପଡିବନି ଜୋରିମାନା ।
ତେବେ କରୋନା ଭାଇରସର ପ୍ରଭାବରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୪୮ ଜିଲ୍ଲାରେ ଲକ ଡାଉନ୍ ଘୋଷଣା ହୋଇଛି ।

Get real time updates directly on you device, subscribe now.