fbpx

ଅମିର ଖାନଙ୍କୁ କରୋନା, ଏବେ ହୋମ୍ କ୍ୱାରେଣ୍ଟାଇନ୍

ମୁମ୍ବାଇ,୨୪ ।୩: ଦେଶରେ କରୋନା ସଂକ୍ରମଣ ପୁଣି ସକ୍ରିୟ ହେବାରେ ଲାଗିଛି । ବଲିଉଡ ଜଗତରେ ମଧ୍ୟ ଅନେକ ତାରକା ପଜିଟିଭ୍ ହୋଇଛନ୍ତି । ଏହାରି ମଧ୍ୟରେ ଅଭିନେତା ଅମିତ ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ଅମିର ।

ହୋମ୍ କ୍ୱାରେଣ୍ଟାଇନରେ ଅମିରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ଅମିର ପରାମର୍ଶ ଦେଇଛନ୍ତି ।

ତେବେ ନିକଟରେ ଅଭିନେତା ରଣବୀର କପୁର, କାର୍ତ୍ତିକ ଆର୍ୟନ ଓ ମନୋଜ ବାଜପେୟୀ ଭଳି ବହୁ ବଡ ବଡ ଅଭିନେତା କରୋନା ପଜିଟିଭ୍ ହୋଇଥିଲେ ।

Get real time updates directly on you device, subscribe now.