ଫିଲ୍ମ ପାଇଁ ଆମିର ଖାନ୍ ନିଅନ୍ତି ନାହିଁ ଗୋଟିଏ ଟଙ୍କା !ଜାଣନ୍ତୁ କାହିଁକି

News across the Earth, news close to your heart, Read Odisha Bhaskar English

ଟିଭି ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସଵୁଠି ଚର୍ଚ୍ଚା ହୁଏ ଭଲିଉଡ଼୍ ଷ୍ଟାର ଆମିର ଖାନ୍ ଙ୍କ ଵିଷୟରେ । ତାଙ୍କ ହିଟ ଚଳଚ୍ଚିତ୍ର କଥା ହେଉ ଅଵା ସେ କୈଣସି ଆଞ୍ବାର୍ଡ଼ ସୋରେ ଯୋଗ ନେଦେଵା କଥା  । କିନ୍ତୁ ଆଜି ଆମେ ଆପଣଙ୍କୁ କହିଵୁ ଆମିର ଖାନ୍ ଙ୍କ ଆଉ ଗୋଟିଏ ଖାସ୍ ଗୁଣ ଯାହା ଆପଣ ଆଗରୁ ଵୋଧେ ଶୁଣିନଥିଵେ ।
ଆପଣ ଜାଣନ୍ତି ଆମିର ଖାନ ତାଙ୍କ ଚଳଚ୍ଚିତ୍ର ପାଇଁ ଗୋଟିଏ ଟଙ୍କାଵି  ଆଗୁଆ ଚାର୍ଜ କରନ୍ତି ନାହିଁ ?
ଅଭିନେତା ଆମିର ଖାନ ଯାହା ଚାହାଁନ୍ତି, ତାହା କରିବାକୁ ସେ ସଦାଵେଳେ ସକ୍ଷମ ଥାନ୍ତି ଆଉ ନିଜ ନିସ୍ପତି ରେ ଅଟଳ ଥାନ୍ତି ।ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଦାମୀ  ଷ୍ଟାର ମାନଙ୍କ ଭିତରେ  ସେ ଜଣେ । 2018 ରେ, ଆମିର ଖାନ୍ ତାଙ୍କର  ‘ବିଜନେସ୍ ମଡେଲ’ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ, ଯାହା କି ସେ କୈଣସି ଫିଲ୍ମ ଲାଭ ପାଇଵା ପୂର୍ବରୁ ଟଙ୍କା ଟିଏ ମଧ୍ୟ ନିଅନ୍ତି ନାହିଁ ।

3 ଇଡିଅଟ୍ସ, ପି.କେ, ଏବଂ ଦଙ୍ଗଲ ଭଳି ରେକର୍ଡ ଭାଙ୍ଗିଥିବା  ଫିଲ୍ମ ଆମିରଙ୍କୁ  ଵେଶ୍ ସଫଳତା  ଦେଇଥିଲା । ଏବଂ ବ୍ୟଵସାୟିକ ଲାଭ ଵି ଦେଇଥିଲା।କିନ୍ତୁ ଶେଷ ଥର ପାଇଁ ଥଗସ୍ ଅଫ ହିନ୍ଦୁସ୍ତାନ ଗୁରୁତର ଭାଵେ ବ୍ୟବସାୟିକ ଫ୍ଲପ୍ ହୋଇଥିଵା ଦେଖିବାକୁ ମିଳିଥିଲା।
ଏକ ଇଭେଣ୍ଟରେ, ସେ କିପରି ଭାବରେ ଚଳଚ୍ଚିତ୍ର କରନ୍ତି ଏବଂ ସଫଳତା ହାସଲ କରିଛନ୍ତି ତାହା ଉଦାହରଣ ଦେଇ କହିଥିଲେ , ତାରେ ଜାମିନ୍ ପାର ଏବଂ ତଲାଶ୍ ଫିଲ୍ମ  ଉଭୟ କମ୍ ବଜେଟ୍ ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ବହୁ ସଫଳତା ଆଣିଥିଲା|

Get real time updates directly on you device, subscribe now.