fbpx

ଟେମ୍ପୋ-ଟ୍ରକ୍ ମୁହାଁମୁହିଁ, ୧୧ମୃତ

ଗୁଜୁରାଟ, ୨୩ା୨: ଗୁଜୁରାଟର ଭଦୋଦରାର ରାନୁ-ମହୁଭାଦ ସଂଯୋଗ ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଟେମ୍ପୋ ଓ ଟ୍ରକ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ବହୁ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ କରିବା ସହ ଆହତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିିଛି ।

Get real time updates directly on you device, subscribe now.