fbpx

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

କଟକ,୧୯/୫(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌  ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ବସ୍‌। ଯାହାଫଳରେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାସହ ୬ ପ୍ରବାସୀ ଓଡ଼ିଆ ଆହତ ହେବା ସହ  ୨ ଡ୍ରାଇଭର  ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତକଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

ତାମିଲନାଡୁରୁ ଭଦ୍ରକ ଫେରୁଥିଲା ଯାତ୍ରୀବାହୀ ବସ । ବସରେ ୧୭ଜଣ ଓଡିଆ ଥିଲେ । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.