fbpx

ଭ୍ୟାନ ସହ ପିଟିହେଲା ସ୍କୁଟର, ୨ମୃତ

ପୁରୀ, ୨୫ା୧(ଓଡ଼ିଶା ଭାସ୍କର): ପୁରୀ ପିପିଲିର ଦାଣ୍ଡମୁକୁନ୍ଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଭ୍ୟାନ ସହ ସ୍କୁଟର ଧକ୍କା ହୋଇଥିବା ସୂଚନା ମିଳିଛି । ସେଥିରେ ଦୁଇ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ଶୁଭଲକ୍ଷ୍ମୀ ପରିଡ଼ା ଏବଂ ସ୍ନେହଲତା ସାହୁ । ଦୁଇ ମୃତକ ଶିକ୍ଷୟତ୍ରୀ ପୀତବାସ ୟୁଜିଏମଇ ସ୍କୁଲର ଥିଲେ ।

Get real time updates directly on you device, subscribe now.