fbpx

ପାଣିପାଗ ବିଭାଗର ବଡ ଆକଳନ, ୫ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ:ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ କହିଛି କି ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ । ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଶୀଘ୍ର ଆସିଯିବ ବୋଲି ପାଣିପାଗ ବିଭାଗ କହିଛି । ଫଳରେ ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଧୀରେ ଧୀରେ ଆଶ୍ୱସ୍ତି ମିଳିବ ।

Get real time updates directly on you device, subscribe now.