fbpx

ଶୀଳ୍ପାଙ୍କ ସ୍ୱାମୀ ସେକ୍ସ ଫିଲ୍ମ କରନ୍ତି! ସ୍ତ୍ରୀ ଯୋଗକୁ କୁନ୍ଦ୍ରା ଦୁର୍ଯୋଗ…

ମୁମ୍ବାଇ: ଲଙ୍ଗଳା ଆଉ ସେକ୍ସ ଫିଲ୍ମ କରନ୍ତି ଅଭିନେତ୍ରୀ ତଥା ଯୋଗ ଶିଖାଉଥିବା ଶୀଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏଭଳି ଅଭିଯୋଗରେ ଗିରଫ ହୋଇଛନ୍ତି ସେ।

ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ୍‌ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି । ରାଜ କୁନ୍ଦ୍ରା ଜଣେ ଜଣା ଶୁଣା ଉଦ୍ୟୋଗପତି । ରାଜ କୁନ୍ଦ୍ରା ଅଶୀଳ୍ଳ ସିନେମା ତିଆରି କରୁଥିବା ଏବଂ କିଛି ଆପସ୍‌ରେ ତାକୁ ଦେଖାଉଥିବା ଅଭିଯୋଗ ହୋଇଛି । ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଅଶୀଳ୍ଳ ସିନେମା କରୁଥିବା ନେଇ   ତଦନ୍ତ କରୁଥିଲା। ଆଉ ପ୍ରମାଣ ମିଳିବା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। 

Get real time updates directly on you device, subscribe now.