fbpx
BJD SKY
BJD SKY

ସୋସିଆଲ ମିଡିଆରେ ନିଆଁ ଲଗାଉଛି ଅଦାଙ୍କ ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଫଟୋ

BJD

ମୁମ୍ବାଇ : ବଲିଉଡ୍ ଅଦା ଶର୍ମାଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ବୋଲ୍ଡ ଏବଂ ହଟ୍ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ସବୁବେଳେ ପାଗଳ କରନ୍ତି । ସେ ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ । ପ୍ରତିଦିନ ନିଜ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ ପାଇଁ ସେ ଫଟୋ ହେଉ କି ଭିଡିଓ ହେଉ, କିଛି ନା କିଛି ସେ ନିଶ୍ଚୟ ଭାବେ ସେୟାର କରନ୍ତି । ନିକଟରେ ଅଦା କିଛି ଫଟୋ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି ଯେଉଁଥିରେ ସେ ପୁରା ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି । ଫଟୋରେ ଅଦା ଗୋଟିଏ ଗ୍ରେ କଲର୍ ର ଡ୍ରେସ୍ ପିନ୍ଧିଛନ୍ତି ଏବଂ ହାତରେ ଗୋଟିଏ ବକ୍ସିଂ ଗ୍ଳୋବସ୍ ପିନ୍ଧିଥିବା ଦେଖିବାକୁ ମିଳିଛି ।

 

 

View this post on Instagram

 

A post shared by Adah Sharma (@adah_ki_adah)


ଅଦା ରେଡ୍ କଲର୍ ଗ୍ଲୋବସ୍ ପିନ୍ଧି ଏକଦନ୍ ବକ୍ସିଂ କରିବା ମୁଡ୍ ରେ ଥିବା ଦେଖିବାକୁ ମିଳିଛି । ଏହି ଫଟୋ କୁ ସେୟାର କରି ଅଦା ଲେଖିଛନ୍ତି ଯେ, ଗୋ କରୋନା । ଫଟୋକୁ ଏବେ ୨ ଲକ୍ଷରୁ ଅଧିକ ଲାଇନ୍ ମିଳିସାରିଛି । ତାଙ୍କ ଏହି ଫଟୋ ରେ ସେ ଦେଖାବାକୁ ଚାହୁଁଛନ୍ତି ଯେ, ସେ ରେଡ୍ ବକ୍ସିଂ ଗ୍ଲୋବ୍ ରେ କରୋନା ସହ ଲଢ଼ୁଛନ୍ତି । ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।


ଫଟୋକୁ ସେୟାର କରିବା ପରେ ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆର କୁଇନ୍ ବୋଲି କହିବା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.