-
World 144,264,807
WorldConfirmed: 144,264,807Active: 18,467,456Recovered: 122,731,138Death: 3,066,213 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଜଣେ ମହିଳାଙ୍କୁ ଛୁରୀ ମାରିବାର ପ୍ରାୟ ୩୦ ଘଣ୍ଟା ପରେ ଡାକ୍ତରମାନେ ତାଙ୍କ ଶରୀରକୁ ଛୁରୀକୁ ବାହାର କରିଛନ୍ତି । ୩ ଘଣ୍ଟାର ସର୍ଜରୀ ବା ଅସ୍ତ୍ରୋପଚାର ପରେ ମହିଳାଙ୍କ ଶରୀରରୁ ଛୁରୀକୁ କାଢିଥିଲେ ଡାକ୍ତର । ଏଭଳି ଏକ ଘଟଣା ତାମିଲନାହୁର କୃଷ୍ଣଗିରି ଜିଲ୍ଲାର ହୋସୁରରେ ଘଟିଯାଇଛି । ମହିଳାଙ୍କ ନାମ ମଲ୍ଲିକା ହୋଇଥିବା ବେଳେ ତାଙ୍କୁ ୪୦ ବର୍ଷ ହେବ ବୋଲି ଜଣାପଡିଛି ।
ତେବେ ମଲ୍ଲିକାଙ୍କୁ ୨୫ ମଇରେ ଆକ୍ରମଣଗାରୀଙ୍କ ଦ୍ୱାରା ଛୁରାମାଡ କରାଯାଇଥିଲା । କିନ୍ତୁ ରାତିସାରା ଛୁରୀ ତାଙ୍କ ଶରୀରରେ ପଶିକି ରହିବା ପରେ ବଞ୍ଚିବେ କି ନାହିଁ, ତାହା ସେ ଜାଣି ନଥିଲେ । ଘଟଣାର ୩୦ ଘଣ୍ଟା ପରେ କୋଏମ୍ବାଟୁର ମେଡିକାଲରେ ଡାକ୍ତରମାନେ ପ୍ରାୟ ୩ ଘଣ୍ଟାର ଅସ୍ତ୍ରୋପଚାର କରିବା ପରେ ଛୁରୀଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଛୁରୀଟି ୬ ଇଞ୍ଚରୁ ଅଧିକ ଲମ୍ବା ରହିଥିବା ବେଳେ ତାହା ମହିଳାଙ୍କ ଫୁସଫୁସ ନିକଟରେ ଏକ ଛିଦ୍ର କରିଥିଲା । କିନ୍ତୁ ଛୁରୀରେ ମହିଳାଙ୍କ ହୃଦୟର କୌଣସି କ୍ଷତି କରିନଥିଲା । ଅସ୍ତ୍ରୋପଚାରର ୩ ଦିନ ପରେ ମହିଳାଙ୍କୁ ମେହାକିଲରୁ ଡିସଚାର୍ଜ କରାଯାଇଥିଲା ।
Comments are closed.