fbpx

କରେନା ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ହଂକଂକୁ ୨୪ ଏପ୍ରିଲ ଯାଏ ବିମାନ ଚଳାଚଳ ସ୍ଥଗିତ

AAKASH

ନୁଆଦିଲ୍ଲୀ: ଲଗାତର ତିନିଜଣ ଯାତ୍ରୀ କରୋନା ପଜିଟିଭ୍‌ ବାହାରିବା ପରେ ହଙ୍ଗକଙ୍ଗ ପକ୍ଷରୁ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ସ୍ଥଗିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଭାରତୀୟ ଏବଂ ବିଦେଶୀ ବିମାନ ଦ୍ୱାରା ହଙ୍ଗକଙ୍ଗ ଯିବା ପାଇଁ ଯାତ୍ରୀଙ୍କୁ ବାରଣ କରାଯାଇନାହିଁଁ ।

ଜଣେ ଅଧିକାରୀ କହିଛନ୍ତି ଯେ, ହଙ୍ଗକଙ୍ଗ ସରକାରଙ୍କ ନିୟମ ଅନୁଯାୟୀ ଯେକୌଣସି ଭାରତୀୟ ହଙ୍ଗକଙ୍ଗ ଯାଇପାରିବେ କିନ୍ତୁ ସେଠାରେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ତାଙ୍କ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.