fbpx
BSKY
BJD SHG SKY
BJD YOUTH SKY

ରିମାଣ୍ଡରେ ଯିବେ ଆକାଶ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ରିମାଣ୍ଡରେ ଯିବେ । ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି । ଏହି ରିମାଣ୍ଡ ଜେରା ଦ୍ୱାରା ବହୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.