fbpx

ସାମନ୍ଥାଙ୍କ ଘରୁ ଚୋରି କରୁଥିଲେ ଅକ୍ଷୟ କୁମାର: ତା ପରେ ହେଲା ଏମିତି, ଦେଖନ୍ତୁ ମଜାଦାର ଭିଡ଼ିଓ

ମୁମ୍ବାଇ: ଚୋରି କରୁଥିବା ବେଳେ ଧରା ପଡ଼ିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର। ସାଉଥ୍ ସୁପରଷ୍ଟାର ସାମନ୍ଥା ରଥ ପ୍ରଭୁଙ୍କ ଘରୁ ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି ଅକ୍ଷୟ। ତେବେ ଏହା କୌଣସି ସତସତିକା ଚୋରି ନଥିଲା। ଉଭୟ ଅକ୍ଷୟ ଓ ସାମନ୍ଥା ଏକାଠି ଏକ ଆଡ ଫିଲ୍ମ କରୁଛନ୍ତି। ଏହି ଆଡରେ ଅକ୍ଷୟ ଜଣେ ଚୋର ଭୂମିକାରେ ଅଭିନୟ କରିଛନ୍ତି।

କୁରକୁରେ ଆଡରେ ଉଭୟ ପ୍ରଥମ ଥର ପାଇଁ କାମ କରିଛନ୍ତି। ଦ ଫ୍ୟାମିଲି ମ୍ୟାନ ର ସଫଳତା ବପାରେ ସାମଙ୍କ ଜବରଦସ୍ତ ଫ୍ୟାନ ବେଶ ରହିଛି। କିଛି ଦର୍ଶକ ସାମଙ୍କ ହିନ୍ଦିକୁ ବେଶ ପ୍ରଶଂସା କରିଛନ୍ତି। କୂର୍କୁରେ ଖାଇବା ଲୋଭରେ ଅକ୍ଷୟ କେମିତି ଜେଲ ଯାଇଛନ୍ତି ତାହା ଏହି ଆଡ ଫିଲ୍ମ ରେ ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.