fbpx
BJD SKY
BJD SKY

ବନ୍ଧୁକ ଡିଲରେ ଆଲବମ୍ ଅଭିନେତା ଗିରଫ, ସୂଚନା ଦେଲେ ଡିସିପି

BJD

କଟକ(ଓଡ଼ିଶା ଭାସ୍କର): ବନ୍ଧୁକ ଡିଲ ବେଳେ ଧରାପଡିଛନ୍ତି ଆଲବମ୍ ଅଭିନେତା । କଟକ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଆଲବମ୍ ଅଭିନେତା-ନିର୍ଦ୍ଦେଶକ ଥିବା ସୂଚନା ମିଳିଛି । ଗିରଫ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଶଙ୍କରପୁର ଅଞ୍ଚଳର ଆଲବମ ନିର୍ଦ୍ଦେଶକ ଗିରଫ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.