ଆଲିଆଙ୍କ କ୍ୱାରେଣ୍ଟାଇନ୍ ସେଲଫିି

0
COVID-19 Updates
  • World 141,317,779
    World
    Confirmed: 141,317,779
    Active: 18,250,179
    Recovered: 120,043,687
    Death: 3,023,913
  • USA 32,372,119
    USA
    Confirmed: 32,372,119
    Active: 6,886,031
    Recovered: 24,905,332
    Death: 580,756
  • India 14,788,109
    India
    Confirmed: 14,788,109
    Active: 1,801,298
    Recovered: 12,809,643
    Death: 177,168
  • Brazil 13,900,134
    Brazil
    Confirmed: 13,900,134
    Active: 1,183,384
    Recovered: 12,344,861
    Death: 371,889
  • Russia 4,693,469
    Russia
    Confirmed: 4,693,469
    Active: 268,887
    Recovered: 4,319,389
    Death: 105,193
  • UK 4,385,938
    UK
    Confirmed: 4,385,938
    Active: 112,868
    Recovered: 4,145,810
    Death: 127,260
  • Turkey 4,212,645
    Turkey
    Confirmed: 4,212,645
    Active: 533,303
    Recovered: 3,643,734
    Death: 35,608
  • Italy 3,857,443
    Italy
    Confirmed: 3,857,443
    Active: 505,308
    Recovered: 3,235,459
    Death: 116,676
  • Germany 3,137,907
    Germany
    Confirmed: 3,137,907
    Active: 292,281
    Recovered: 2,765,100
    Death: 80,526
  • Pakistan 750,158
    Pakistan
    Confirmed: 750,158
    Active: 79,108
    Recovered: 654,956
    Death: 16,094
  • China 90,499
    China
    Confirmed: 90,499
    Active: 314
    Recovered: 85,549
    Death: 4,636

ମୁମ୍ବାଇ, ୬ା୪ (ଓଡିଶା ଭାସ୍କର)  କ୍ୱାରେଣ୍ଟାଇନରେ ରହି ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରିୟ ଅଛନ୍ତି ଆଲିଆ । ଏନେଇ ନିଜର ଏକ ସେଲଫି ମଧ୍ୟ ସେୟାର କରିଛନ୍ତି । ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ କ୍ୱାରେଣ୍ଟାଇନ ପିରିଅଡ଼ରେ ରହିଥିବା ବେଳେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟେଡ଼ି ସହିତ ବେଡ଼ରେ ଶୋଇଥିବାରେ ଏକ ସେଲଫି ସେୟାର କରିଛନ୍ତି । ଏହି ସେଲଫି ଉପରେ ଆଲିଆଙ୍କର ଫ୍ୟାନ ସମେତ ଅନେକେ ସେଲିବ୍ରେଟି ତାଙ୍କ ଆରୋଗ୍ୟ ପ୍ରାର୍ଥନା କାମନା କରାଯାଉଥିବା ନଜର ଆସିଛି । ଏହି ଫୋଟରେ ରଣବୀର କାପୁରଙ୍କ ମାଆ ନୀତୁ କପୁର ହାର୍ଟ ଏବଂ ସ୍ମାଇଲ୍ ଇମୋଜି ଦେଇଥିବା ବେଳେ ଭଉଣୀ ରିଦ୍ଧିମା କାପୁର ଦେବା ସହିତ ‘କ୍ୟୁଟନେସ୍’ ବୋଲି ପ୍ରସଂଶା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.