fbpx

ତାତିରୁ ମିଳିଲା ଆଶ୍ୱସ୍ତି: ସୁନ୍ଦରଗଡକୁ ଛାଡି ବାକି ସବୁ ସହର ୪୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): ରାଜ୍ୟରେ ବର୍ଷା ଓ ପବନ କାରଣରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନ୍ଦରଗଡକୁ ଛାଡି ବାକି ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ୪୦ ଡିଗ୍ରୀ ସହ ସୁନ୍ଦରଗଡ ସବୁଠାରୁ ଉତ୍ତପ୍ତ ସହର ହୋଇଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୪.୯ ଡିଗ୍ରୀ, କଟକର ତାପମାତ୍ରା ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ବାଲେଶ୍ୱର ୩୪.୫, ଚାନ୍ଦବାଲି ୩୫.୬, ପାରାଦୀପ ୩୦.୭, ଗୋପାଳପୁର ୩୨.୨, ପୁରୀ ୩୨.୪, ଅନୁଗୁଳ ୩୮.୧, ବାରିପଦା ୩୫.୨, ଝାରସୁଗୁଡ଼ା ୩୬.୨, କେନ୍ଦୁଝର ୩୩.୦, ସମ୍ବଲପୁର ୩୬.୬, ସୁନ୍ଦରଗଡ଼ ୪୦.୦, ହୀରାକୁଦ ୩୫.୭, ତାଳଚେର ୩୭.୭, ଭବାନୀପାଟଣା ୩୯.୫, ବଲାଙ୍ଗୀର ୩୯.୨, କୋରାପୁଟ ୩୪.୦, ଟିଟଲାଗଡ଼ ୩୯.୨, ମାଲକାନଗିରି ୩୯.୦, ସୋନପୁର ୩୮.୨, ବୌଦ୍ଧ ୩୭.୦, ୟାଗଡ଼ ୩୬.୩, ଦାରିଙ୍ଗିବାଡ଼ି ୩୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.