fbpx

ବିଧାନସଭାର ସବୁ କମିଟି ବୈଠକ ବାତିଲ୍

ଭୁବନେଶ୍ୱର,୬ ।୭(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କରୋନା ପାଇଁ ବିଧାନସଭାର ସବୁ କମିଟି ବୈଠକ ବାତିଲ୍ କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ।

Get real time updates directly on you device, subscribe now.