fbpx

ବୁଦ୍ଧିବଣା ହୋଇ ଶେଷରେ ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ,୬ ।୭: ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ହିଂସାକାଣ୍ଡ ପରେ ପଛକୁ ହଟିଲେ ଉଭୟ ଦେଶର ସେନା । ମିଳିଥିବା ସୂଚନା ମୁତାବକ, ଚୀନ୍ ସୋନ ସଂଘର୍ଷ ସ୍ଥାନରୁ ୧.୫ କିଲୋମିଟର ଫେରିଛନ୍ତି । ହଟ୍ ସ୍ଫ୍ରିଙ୍ଗସ ଓ ଗୋଗରାରେ ବି ପଛକୁ ହଟିଛନ୍ତି ଉଭୟ ଦେଶର ସେନା । ଏଲଏସିରୁ ପଛକୁ ହଟିଥିବା ସୂତ୍ରର ଖବର ମିଳିଛି ।

ତେବେ ସୀମାକୁ ନେଇ ଜୁନ ୧୫ରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନ ପକ୍ଷରୁ ମଧ୍ୟ ଅଧିକ କ୍ଷତି ହୋଇଥିଲା ।

Get real time updates directly on you device, subscribe now.