ଜଳୁଛି ସାରା ଓଡିଶା , ୪୪.୬  ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,30/3 (ଓଡିଶା ଭାସ୍କର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ରାଜ୍ୟର ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୪.୬  ଡିଗ୍ରୀ ସହ ବାରିପଦା  ହୋଇଛି ଆଜିର ସବୁଠୁ ଉତ୍ତପ୍ତ ସହର।

Get real time updates directly on you device, subscribe now.