fbpx

୧୦୬ ରନରେ ଅଲଆଉଟ ହେଲା ବାଙ୍ଗଲାଦେଶ

କୋଲକାତା, ୨୨ା୧୧: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ କୋଲକାତାରେ ଆଜି ଇଡ଼େନ ଗାର୍ଡ଼େନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯାଇଛି । ୧୦୬ ରନ୍ କରି ଅଲଆଉଟ ହୋଇଛି ବାଙ୍ଗଲାଦେଶ । ଇଶାନ୍ତ ଶର୍ମାଙ୍କୁ ସର୍ବାଧିକ ୫ଟି ୱିକେଟ ମିଳିଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ଭାରତ ଆଜି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳୁଛି । ଗୋଲାପି ବଲରେ ମ୍ୟାଚ ଖେଳାଯାଇଛି । ଏହାସହ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗଲାଦେଶ ।

Get real time updates directly on you device, subscribe now.