fbpx

ପାକିସ୍ତାନ ବିଧାୟକଙ୍କ ବୟଫ୍ରେଣ୍ଡ ସହ ଅଶ୍ଳୀଳ ଭିଡିଓ ହେଲା ଲିକ୍, ଅନ୍ତରଙ୍ଗ ମୁହୂର୍ତ୍ତର Video Clipକୁ ନେଇ ହଙ୍ଗାମା

ଇସଲାମାବାଦ:ପାକିସ୍ତାନର ଜଣେ ମହିଳା ବିଧାୟକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବିଧାୟକ ଓ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବେ ମୋବାଇଲ୍ କୁ ମୋବାଇଲ୍ ଘୂରିବୁଲୁଛି । ଏହି ମହିଳା ନେତା ହେଉଛନ୍ତି ସାନିଆ ଆଶିକ୍ । ସେ ପାକ୍ରିସ୍ତାନର ମୁସଲିମ୍ ଲିଗ୍ ନୱାଗ ର ସଦସ୍ୟା ଓ ପଞ୍ଜାବ ପ୍ରଦେଶର ତକ୍ଷଶିଳା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାଦେଶିକ (ଏମପିଏ)) ର ସଦସ୍ୟ ଅଟନ୍ତି ।

ସାନିଆ ଆଶିକ୍ ଅକ୍ଟୋବର ୨୬ ତାରିଖରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପାଖକୁ ଏହି ଭିଡିଓକୁ ନେଇ ଅଭିଯୋଗ କରିଥିଲେ । ପୋଲିସ୍ ଭିଡିଓକୁ ଆଧାର କରି ତଦନ୍ତ ଚଳାଇଥିଲା । ଲମ୍ବା ସମୟ ଧରି ଯାଞ୍ଚ କରିବା ପରେ ଏହି ଭିଡିଓ ଲିକ୍ କରାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ତେବେ ଏଜେନ୍ସି ପକ୍ଷରୁ ଏହି ମାମଲାକୁ ନେଇ କୌଣସି ବୟାନ ଜାରି କରାଯାଇନାହିଁ ।

ଅକ୍ଟୋବର ୨୬ ତାରିଖରେ ସାନିଆ ଆଶିକ୍ ଫେଡେରାଲ୍ ଇନଭେଷ୍ଟିକେସନ୍ ଏଜେନ୍ସି(ଏଫଆଈଏ) ପାଖକୁ ଏକ ଅଭିଯୋଗ ନେଇ ଆସିଥିଲେ । ପରେ ଏଫଆଇଆର୍ କପିକୁ ସେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ତାଙ୍କ ଅଭିଯୋଗ ମୁତାବକ, ସୋସିଆଲ ମିଡିଆରେ କିଛି ଦିନ ହେବ ଏକ ଭିଡିଓ ଭାଇରାଲ୍ ହେଉଛି । ଏଥିରେ ନଜର ଆସୁଥିବା ମହିଳା ତାଙ୍କ ପରି ଦେଖାଯାଉଛି । ତେବେ ଭିଡିଓକୁ ନେଇ ଲୋକଙ୍କ ଦାବି ଅନୁସାରେ ଭିଡିଓରେ ଥିବା ମହିଳା ଜଣକ ସାନିଆ । ଏହି ପରିପ୍ରେକ୍ଷୀରେ ଇମ୍ରାନ ସରକାରଙ୍କ ପାଖରେ ଏହାର ଅଭିଯୋଗ କରିଥିଲେ ସାନିଆ ।

Get real time updates directly on you device, subscribe now.